ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଭ୍ୟାନ୍।

93
ADVERTISEMENT

ଗଜପତି ,୧୯/୧୦(ଡ଼ିଏଚ. ବ୍ୟୁରୋ):-ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ଗୁଆର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଯାତ୍ରୀବାହୀ ଭ୍ୟାନ୍ ରାସ୍ତା କଡରେ ଓଲଟି ପଡିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଶିଶୁ ସମେତ ୮ ଜଣ ଗୁରୁତର ହୋଇପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ମୃତକ ହେଲେ ରେବିଡି ଗାଁର ଦିଲେସ୍ମି ରଇତ ।

Advertisement