ଜିଲ୍ଲାପାଳ :ଶନିବାର, ରବିବାର ଗୋପାଳପୁର ଓ ସୋନପୁର ବେଳାଭୂମି ବନ୍ଦ

510
ADVERTISEMENT

ବ୍ରହ୍ମପୁର,୦୯/୦୪(ଡ଼ି.ଏଚ/ବ୍ୟୁରୋ): କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କେତେକ ଗୁରତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ପ୍ରତ୍ୟେକ ଶନିବାର ଓ ରବିବାର ଗୋପାଳପୁର ଓ ସୋନପୁର ବେଳାଭୂମିକୁ ବନ୍ଦ ରଖାଯିବ। ରାମଲିଙ୍ଗେଶ୍ୱର ପାର୍କ ଏବଂ ତାମ୍ପରାକୁ ସୋମବାର ବନ୍ଦ ରଖାଯିବ । ଅପରପକ୍ଷରେ ମା ତାରାତାରିଣୀ ପୀଠ ପ୍ରତ୍ୟେକ ବୁଧବାର ସାନିଟାଇଜେସନ ପାଇଁ ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Advertisement