ଯବାନଙ୍କ ପରିବାର ନାୟ ପାଇଁ ଏସ୍ପିଙ୍କ ନିକଟରେ ଫେରାଦ ହେଲେ

196
ADVERTISEMENT

ପାରଳାଖେମୁଣ୍ଡି,୦୩/୦୩(ପ୍ରଭାତ କୁମାର ପାତ୍ର) : ନାୟ ପାଇଁ ଏସ୍ପିଙ୍କ ନିକଟରେ ଫେରାଦ ହେଲେ ଯବାନଙ୍କ ପରିବାର, ଉଦ୍ଧେଶ୍ୟ ମୁଳକ ଭାବରେ ତାଙ୍କ ସ୍ୱାମୀ ପ୍ରତି ଅତ୍ୟାଚାର କରାଯାଇଛି ପ୍ରତିବାଦ କରିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଅଧିକାରୀ, ଏଭଳି କିଛି ଅଭିଯୋଗ କରି ଗଜପତି ଏସ୍ପିଙ୍କ ନିକଟରେ ଫେରାଦ ହୋଇଛନ୍ତି ପାରଳାଖେମୁଣ୍ଡି ସିମା ସୁରକ୍ଷାବଳ ୩ତୀୟ ବେଶରେ କାର୍ଯ୍ୟ କରୁଥିବା ଜଣେ ଯବାନଙ୍କ ବାପା , ମାଆ, ପତ୍ନୀ ଓ ତିନି ଶିଶୁ । ଅଧିକାରୀ ଜଣକଙ୍କ ଦୃନିତି ବିରୋଧରେ ସ୍ୱର ଉତ୍ତୋଳନ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିବା ହେତୁ ରାଗ ସୁଝାଈବା ପାଇଁ ହଇରାଣ କରୁଛନ୍ତି, ବାରମ୍ବାର ଗୁହାରି ସ୍ୱତ୍ତେ ସମସ୍ୟାର ସମାଧାନ ହୋଇନଥିବା ବେଳେ ଓଲଟା ଦରମା ବନ୍ଦ ସହ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରିଛନ୍ତି ତାଙ୍କ ପତ୍ନୀ ନାୟ ନମିଳିଲେ ସପରିବାର ଆତ୍ମାହୁତିର ଚେତାବନୀ ଦେଇଛନ୍ତି ।

Advertisement