ଉଦୟାନଗରରେ ପାଣି ପାଇଁ ହଟ୍ଟହଟ୍ଟା

104
ADVERTISEMENT

ବଲାଙ୍ଗୀର,୨୧/୦୧/୨୧(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଉଦୟନଗରଠରେ ଦଶ ଦିନ ହେଲା ପି ଏଚ ଡ଼ି ପାଣି ଆସିବା ବନ୍ଦ ହୋଇଯାଇଛି l ଉଦୟନଗରର ଡ୍ରେନ ମରାମତି ହେଉଥିବାରୁ ପି ଏଚ ଡ଼ି ପାଣି କନେକ୍ସନ କାଟିଦିଆଯାଇଛି l ଯାହାଫଳରେ ଲୋକେ ପିଇବା ପାଣି ପାଇପାରୁନାହାନ୍ତି l ଯେତେ ଜଣେଇଲେ ମଧ୍ୟ ମରାମତି ପାଇଁ କେହି ଆସୁନଥିବାର ଅଭିଯୋଗ କରିଛନ୍ତି ପଡବାସୀ l ବଲାଙ୍ଗୀର ସହରର କେବଳ ଗୋଟିଏ ନୁହେଁ ଆଉ ଅନେକ ପଡ଼ାରୁ ବିଭିନ୍ନ ସମୟରେ ପିଇବା ପାଣି ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କରୁଛନ୍ତି ଲୋକ l

Advertisement