ସଡ଼କ ସୁରକ୍ଷା ଅବସରରେ ଜିଲ୍ଲା ସ୍ତରୀୟ ସଚେତନତା ଶିବିର

142
ADVERTISEMENT

ବଲାଙ୍ଗୀର,୧୯/୦୧/୨୧(ସୁନୀଲ ତ୍ରିପାଠୀ) : ସଡକ ସୁରକ୍ଷା ମାସ ପାଳନ ଅବସରରେ ଆଜି ବଲାଙ୍ଗୀରରେ ଏକ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ଯକ୍ରମ ହୋଇଛି । ଏଥି ସହିତ ଏକ ସଡକ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କରାଗଲା । ଏହା ଜିଲ୍ଲାରେ ବୁଲିବ । ଜିଲ୍ଲାପାଳ ଚଞ୍ଚଳ ରାଣା , ଆରଟିଓ ତଥା ପରିବହନ ବିଭାଗର ଅନ୍ୟାନ୍ୟ କର୍ମଚାରୀ ଏହି କାର୍ଯ୍ଯକ୍ରମରେ ଉପସ୍ଥିତ ଥିଲେ । ଏବେ ଦେଖିବାକୁ ବାକି ରହିଲା ସଚେତନତା ରଥ ଓ ସଭାସମିତି ବଲାଙ୍ଗୀର ରେ କେତେ ସଡକ ସୁରକ୍ଷା କରିପାରୁଛି ?

Advertisement