ଭିଜିଲାନ୍ସ ଜାଲରେ ମହାବିଦ୍ୟାଳୟର ଅଧକ୍ଷା

147
ADVERTISEMENT

ବଲାଙ୍ଗୀର,୧୯/୦୧/୨୧(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା +୨ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅଧ୍ଯକ୍ଷା ମିନତି ରଥ ତାଙ୍କ ଜଣେ କଲେଜ କର୍ମଚାରୀଙ୍କ ଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସାଧା ପୋଷାକରେ ସେଠାରେ ଉପସ୍ଥିତ ଥିବା ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ । ଏପରିକି ଲାଞ୍ଚ ବାବଦକୁ ୮୦ ହଜାର ଟଙ୍କା ଜବତ କରିଥିଲେ । ପରେ ଭିଜିଲାନ୍ସ ଟିମ୍‌ କଲେଜରେ ମଧ୍ୟ ଚଢ଼ଉ କରିଛି ।

Advertisement