ସୋନପୁର,୧୯/୦୧/୨୧(ସୁନୀଲ ତ୍ରିପାଠୀ) :ଆଜି ଅର୍ଥ ମନ୍ତ୍ରୀ ତଥା ସୋନପୁର ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ଅନୁମୋଦନରେ ପୌରାଞ୍ଚଳ ବିଜୁ ଯୁବ ସଂଗଠନ ଗଠିତ ହୋଇଛି।ଏଥିରେ ପୌରାଞ୍ଚଳ ପାଇଁ ବ୍ରଜେନ୍ଦ୍ର କୁମାର ବିଶି ସଭାପତି ନିଯୁକ୍ତ କରାଯାଇଥିବା ବେଳେ,ସହରର ପ୍ରତି ୱାର୍ଡ ପାଇଁ ଜଣେ କରି ସଭାପତି ଓ ସାମାଜିକ ଗଣମାଧ୍ୟମ ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି ।