ବଲାଙ୍ଗୀର,୩୦/୧୨(ସୁନୀଲ ତ୍ରିପାଠୀ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି କରୁଥିବା ବିଜେଡ଼ି ସରକାର ବିରୁଦ୍ଧରେ ଆଜି ଲୋଇସିଂହା ବ୍ଲକରେ ହଜାର ହଜାର ସଂଖ୍ୟାରେ କର୍ମୀ ଓ ଜନତା ଲୋଇସିଂହା ବ୍ଲକ ବିଡ଼ିଓଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଗଲା । ଆଉ ଲୋଇସିଂହା ବ୍ଲକରେ ହେଉଥିବା ଦୁର୍ନୀତର ଅନେକ ସମସ୍ୟା ନେଇ ବ୍ଲକ ଘେରାଓ କାର୍ଯ୍ୟକ୍ରମ ହୋଇଥିଲା,ଏହି କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମାହାଳିଙ୍ଗ ଆଉ ଶତାଧିକ କର୍ମୀ ଉପସ୍ଥିତି ଥିଲେ। ବଲାଙ୍ଗୀର ରୁ ସୁନୀଲ ତ୍ରିପାଠୀ ।