ଏ ଏ ଏମଙ୍କ ଘରେ ଭିଜିଲେନ୍ସ ଚଢ଼ାଉ

158
ADVERTISEMENT

ବଲାଙ୍ଗୀର,୨୯/୧୨(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର କେନ୍ଦ୍ର ସମବାୟ ସମିତିର ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର ସୁଧୀର ନନ୍ଦଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି l ସୁଧୀର ନନ୍ଦଙ୍କ ପେଲେସ ଲାଇନ ସ୍ଥିତ ବାସଭବନ, ରୁଗଡ଼ିପଡ଼ା ସ୍ଥିତ ସମ୍ପର୍କୀୟଙ୍କ ଘରେ ଓ ବିଡ଼ିସିସି ବ୍ୟାଙ୍କରେ ଚଢ଼ାଉ ଜାରି ରହିଛି l ଜମି ପଟ୍ଟା, ନଗଦ ଟଙ୍କା, ଗହଣା ବ୍ୟାଙ୍କ ପାସବୁକକୁ ଯାଞ୍ଚ କରୁଛି ଭିଜିଲାନ୍ସ l ଚଢ଼ାଉରେ ବଲାଙ୍ଗୀର, ସୋନପୁର, ସମ୍ବଲପୁର,ବରଗଡର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି l

Advertisement