ବଦଳିଲେ ବଲାଙ୍ଗୀର ଏସ ପି

173
ADVERTISEMENT

ବଲାଙ୍ଗୀର,୨୪/୧୨(ସୁନୀଲ ତ୍ରିପାଠୀ) : ଆଜି ଓଡିଶା ରେ ଆଇ ପି ଏସ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଥିବା ସୂଚନା ମିଳିଛି । ବଲାଙ୍ଗୀରର ଏସ ପି ମଡ଼କର ସନ୍ଦିପ ସମ୍ପଦ (ଆଇ ପି ଏସ) ଙ୍କୁ କେନ୍ଦ୍ରାପଡା ଏସ ପି ରୂପେ ବଦଳି କରାଯାଇଛି । ନବରଙ୍ଗପୁର ଏସ ପି ଦାୟିତ୍ବ ରେ ଥିବା କୁଶଲକର ନିତିନ ଦଗୁଡ଼ୁ (୨୦୧୫ ଆଇ ପି ଏସ) ଙ୍କୁ ବଲାଙ୍ଗୀର ର ଏସ ପି ଭାବରେ ଦାୟିତ୍ବ ଦିଆଯାଇଛି । ସେହିପରି ସମ୍ବଲପୁର IGPଭାବରେ ନରସିଂହ ଭଳ ( ୨୦୦୨, ଆଇ ପି ଏସ) ଙ୍କୁ ଦାୟିତ୍ବ ଦିଆଯାଇଛି ।

Advertisement