ବଲାଙ୍ଗୀର,୧୯/୧୨(ସୁନୀଲ ତ୍ରିପାଠୀ) : ଟିଟିଲାଗଡ଼ ହାତପଦାପଡ଼ାରେ ବାସ କରୁଥିବା ମାୟାଧର ନାଏକ ଓ ରମା ନାଏକଙ୍କ ପୁଅ ଶତ୍ରୁଘ୍ନ ନାଏକଙ୍କ ନେତୃତ୍ୱରେ 2021 ଦିଲ୍ଲୀରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପେରେଡରେ ଭଗନେବେ ଓଡ଼ିଶାର 26 ଜଣିଆ NCC ଟ୍ରପ l ଭୁବନେଶ୍ୱର Airport ରୋଡ଼ରେ ଏହି କ୍ୟାଡେଟ ମାନେ ଶତ୍ରୁଘ୍ନଙ୍କ ଠାରୁ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି l ଶତ୍ରୁଘ୍ନ 2014 ମସିହାରେ NCC ରେ ଯୋଗ ଦେଇଥିଲେ ଏବଂ 2016ରେ Republic Day Camp କରିଥିଲେ l 2021 ରେ ସେ ଟିଟିଲାଗଡ଼ର ପ୍ରଥମ ପ୍ରଶିକ୍ଷକ ଭାବେ ଦିଲ୍ଲୀରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପେରେଡରେ ଦଳର ନେତୃତ୍ୱ ନେବେ l