ଜାତୀୟ ରାଜପଥରେ ସଡକ ଦୁର୍ଘଟଣା I

134
ADVERTISEMENT

ସୋନପୁର,୧୫/୧୨(ସୁନୀଲ ତ୍ରିପାଠୀ):ସୋନପୁର ଖୋର୍ଦ୍ଧା ୫୭ ନମ୍ୱର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ବର୍ତ୍ତମାନ ସନ୍ଧ୍ୟାରେ କିଛି ସମୟ ଆଗରୁ ଛେପାପାଲି ଠାରେ ବିପରିତଦିଗରୁ ଆସୁଥିବା ଦୁଇ ମୋଟର ସାଇକଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାପାଝିଅଙ୍କ ମୃତ୍ୟୁ ଓ ତିନିଜଣ ଗୁରୁତର ହୋଇଛନ୍ତି।ମୃତକ ଦୁଇଜଣ ହେଲେ ସୋନପୁର ସହରର ବାଳଗୋପଲ୍ ମିଶ୍ର ଓ ଶ୍ରୀମା ମିଶ୍ର। ଆହତଙ୍କ ଭିତରେ ଜଣେ ମହିଳା ଅଛନ୍ତି।

Advertisement