ଜଳଖିଆ ଦୋକାନୀଙ୍କୁ ଆକ୍ରମଣ I

135
ADVERTISEMENT


ବଲାଙ୍ଗୀର,୧୫/୧୨(ସୁନୀଲ ତ୍ରିପାଠୀ): ବଲାଙ୍ଗୀର ସହର ସମଲେଇ ମନ୍ଦିର ଛକ ଠାରେ ଥିବା ମହାରାଜା ଜଳଖିଆ ଦୁକାନୀଙ୍କୁ କିଛି ଉତ୍ୟକ୍ତ ଲୋକ ମାଡ଼ମାରି ଆହତ କରିଥିବା ଜଣା ପଡ଼ିଛି l ସୂଚନା ରୁ ପ୍ରକାଶ ଯେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଦୋକାନୀ ଜଣକ ତାଙ୍କ ଗ୍ରାହକ ମାନଙ୍କୁ ନିବେଦନ କରିବା ବେଳେ ତାଙ୍କ ମଧ୍ୟରୁ କିଛି ଟା ଅଜଣା ଗ୍ରାହକ ଉତ୍ୟକ୍ତ ହୋଇ ଦୋକାନୀ କୁ ମାଡ଼ ମାରି ଲହୁ ଲୁହାଣ କରିଦେଇଥିଲେ l ଘଟଣାସ୍ଥଳରେ ପୋଲିସ ପହଂଚି ଅନୁସନ୍ଧାନ କରୁଛି l

Advertisement