ବଲାଙ୍ଗୀର ଓକିଲ ସଂଘର ନୂତନ କାର୍ଯ୍ୟକର୍ତା ନିର୍ବାଚିତ

122
ADVERTISEMENT

ବଲାଙ୍ଗୀର,୧୩ /୧୨(ସୁନୀଲ ତ୍ରିପାଠୀ) : ଗତକାଲି ତା :୧୨ତାରିଖ ଦିନ ୨୦୨୦-୨୧ ବର୍ଷ ପାଇଁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି l ଏଥିରେ ବଲାଙ୍ଗୀରର ଆଇନଜୀବୀ ପ୍ରବୀଣ ମିଶ୍ର ସଭାପତି ଭାବରେ ଏବଂ ବାସୁଦେବ ରଥ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି l ଉପସଭାପତି ଭାବେ ସୁବାସଚନ୍ଦ୍ର ବେହେରା ଓ ସାହସମ୍ପାଦକ ଭାବେ ରଶ୍ମିରଂଜନ ପଣ୍ଡା ମନୋନୀତ ହୋଇଛନ୍ତି l ସେହିପରି ଟିଟିଲାଗଡ଼ ଓକିଲ ସଂଘର ସଭାପତି ଭାବେ ପ୍ରଭାସ ବହିଦାର ଓ ସମ୍ପାଦକ ଭାବରେ ମହେଶ ମହାନ୍ତି ନିର୍ବାଚିତ ହୋଇଛନ୍ତି l

Advertisement