ବଲାଙ୍ଗୀର ପୌରପରିଷଦ ପକ୍ଷରୁ ହେବ ସ୍ବଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ

125
ADVERTISEMENT

ବଲାଙ୍ଗୀର,୧୨/୧୨(ସୁନୀଲ ତ୍ରିପାଠୀ) :ବଲାଙ୍ଗୀର ପୌରପରିଷଦ ପକ୍ଷରୁ ଆଜି ତା:୧୨/୧୨/୨୦୨୦ରେ ପ୍ରଥମ ରାଉଣ୍ଡ ସ୍ବଚ୍ଛ ସର୍ବେକ୍ଷଣ ସଚେତନତା କାର୍ଯ୍ଯକ୍ରମ ହେବ । ସହରର ୨୧ ଟି ୱାର୍ଡ ର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଅଫିସର ମାନେ ସକାଳ ୮.୩୦ ରୁ ସଂପୃକ୍ତ ଅଂଚଳରେ ଉପସ୍ଥିତ ରହି ଅଭିଯାନ ଆରମ୍ଭ କରିବେ ବୋଲି ପୌରପରିଷଦ ପକ୍ଷରୁ କୁହାଯାଇଛି ।

Advertisement