ଜାତୀୟ ରାଜପଥ ନଂ ୩୨୬ ପାର୍ଶ୍ୱରେ ଡ୍ରେନ୍ ନିର୍ମାଣ ନିମନ୍ତେ ଯନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

196
ADVERTISEMENT

ରାୟଗଡ଼ା,୫/୯,(ଦରା କଣ୍ଡାଗରୀ) : ଆଜି( DYFI) ଭାରତ ଗଣତାନ୍ତ୍ରିକ ଯୁବ ଫେଡ୍ରସନ୍ ତରଫରୁ ଜାତୀୟ ରାଜପଥ ନଂ ୩୨୬ ଉପ ବିଭାଜନ ଯନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଗଲା। ରାୟଗଡ଼ା ଠାରୁ ଲକ୍ଷ୍ମୀପୁର ପର୍ଯ୍ୟନ୍ତ ପାହାଡିଆ ଅଞ୍ଚଳରେ ରାଜପଥ ସାଇଡ଼ରେ ଡ୍ରେନ୍ ନିର୍ମାଣ କରାଯାଉ ଓ ଯେଉଁ ଡ୍ରେନ ଗୁଡିକରେ ମାଟି ବର୍ତ୍ତି ହୋଇ ଯାଇଛି ସେହି ମାଟିକୁ ସଫା କରାଯାଉ । ନହେଲେ ଆଗାମୀ ଦିନରେ ରାୟଗଡ଼ା ବାସି ଆନ୍ଦୋଳନ କରିବୁ କାର୍ଯ୍ୟାଳୟ ସମ୍ମୁଖରେ। ରାୟଗଡ଼ା( fly over bridge)ର ପିଚୁ ରାସ୍ତାର କାମ ଗୋଟିଏ ସପ୍ତାହ ମଧ୍ୟରେ ମରାମତି କାର୍ଯ୍ୟକାରୀ କରାଯାଉ। ବଜ୍ଞକୀଶର କିଶୋର ସିଂଙ୍ଗ je ସରକାରୀ ଯନ୍ତ୍ରୀଙ୍କୁ , DYFIର ଆବାହକ ଦରା କଣ୍ଡାଗରୀ ସୁମିତ୍ରା କଣ୍ଡାଗରୀ, ଓ ଅନ୍ୟାନ୍ୟଙ୍କ ଦ୍ଵାରା, ଦାବି ପତ୍ର ପ୍ରଦାନ କରାଗଲା।

Advertisement