ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ

130
ADVERTISEMENT

ଗଜପତି,୩/୯(ପ୍ରଭାତ ପାତ୍ର): ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ, ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗ୍ରାମରେ ଘଟଣା, ଗାଁ ଦାଣ୍ଡରେ ଥିବା ବିଦ୍ୟୁତ ଖୁଣ୍ଟରେ ଲାଗି ମୃତ ବରଣ କରିଛନ୍ତି ମହିଳା, ମୃତ ମହିଳା ଜଣକ ହେଉଛନ୍ତି ସେହି ଗ୍ରାମର ଆର. ସରସ୍ଵତୀ ଅଟନ୍ତି ।

Advertisement