ହୃଦଘାତରେ ଯୁବ ସମାଜସେବୀଙ୍କ ପରଲୋକ

162
ADVERTISEMENT

ଭୁବନେଶ୍ୱର,୨୪/୮,(ଡ଼ି.ଏଚ ) : ଭବନେଶ୍ୱର ସ୍ଥିତି ସବୁଜ ପତି୍ରକା ବିକାଶ ପରିଷଦର ଆବାହକ ରାଜୀବ ରାୟ ୪୪ ବର୍ଷରେ ହୃଦ୍ଘାତରେ ପରଲୋକ ହୋଇଯାଇଛି । ସେ ବହୁ ସାମାଜିକ କାର୍ଯ୍ୟ୍ରକମରେ ଜଣେ ଆଗାଧାଡ଼ିର ଯୁବ ସମାଜସେବୀ ଭାବେ ପରିଚିତ ଏବଂ ଭାରତୀୟ ଜନତା ଦଳ (ବିଜେପି) ଓ ଆର୍ଏସ୍ଏସ୍ ସହ ଔତଃ ପ୍ରତଃ ଭାବେ ଜଡ଼ିତ ଥିଲେ । ତାଙ୍କ ବିୟୋଗରେ ଭୁବନେଶ୍ୱର ବିଭିନ୍ନ ସାମାଜିକ କର୍ମୀ ମହଲରେ ଶୋକର ଛାୟା ଖେଳିଯାଇଛି ।

Advertisement