ପାରଳାଖେମୁଣ୍ଡି,୯/୮,(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ଉପକାରାଗାରରେ ୬ ଜଣ କରୋନା ଆକ୍ରାନ୍ତ ,ଜେଲର ଓ ୪ ଅନ୍ତେବାସୀ କରୋନାରେ ଆକ୍ରାନ୍ତ , ପୁର୍ବରୁ ଦୁଇ ଜଣ କଏଦି ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଈଥିଲା ଏବଂ ଅନ୍ୟ ମାନଙ୍କ ପରିକ୍ଷା କରାଯାଉଥିଲା , ଅସାବଧାନତା ଯୋଗୁଁ ଅଧିକ ଅନ୍ତେବାସୀ ଆକ୍ରାନ୍ତ ହୋଇଛନ୍ତି, ଆହୁରି ଏକାଧିକ କଏଦି ଅସୁସ୍ଥ ରହିଥିବା ଜଣାପଡ଼ିଛି ।