ଗଜପତି,୨୮/୭,(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ଜିଲ୍ଲା ଓ ଦୌରାଜଜ୍ କାର୍ଯ୍ୟାଳୟକୁ ୪ଦିନ ବନ୍ଦ କଲା ପ୍ରଶାସନ, କୋର୍ଟର ଦୁଇଜଣ କର୍ମଚାରୀ ଓ କିଛି ଆଇନଜୀବୀ କୋରନା ପଜୋଟିଭ ଚିହ୍ନଟ ପରେ ଗୋଷ୍ଠୀ ସଙ୍କ୍ରମଣକୁ ଏଡାଇବା ପାଇଁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ ଘୋଷଣା ସହ ୨୭ ତାରିଖ ଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛି ପ୍ରଶାସନ।