କୋଭିଡ଼ ୧୯ର ସଚେତନତା ବାର୍ତ୍ତା

230
ADVERTISEMENT

କୋଟଗଡ,୧୩/୭,( ନଳିନୀ କାନ୍ତ ମିଶ୍ର): କୋଭିଟି ୧୯ ର ସଚେତନତା କରି ଆଜି ରୋଡ଼ରେ ଆଶା ଦିଦି ଅଙ୍ଗନବାଡ଼ି ଦିଦି ଓ ଏ.ନ.ମ ଦିଦି ଓ ଏ.ସ.ଜି ମା” ମାନେ ସଚେତନାର ବାର୍ତା ବାଣ୍ଟି ଥିଲେ l ଲୋକମାନଙ୍କୁ ଖାଇବା ଆଗରୁ ହାତ ଧୋଇବା ମଶାରୀ ଟାଣି ଶୋଇବା ଓ ଥଣ୍ଡା କାଶ ଓ ଜ୍ୱର ହେଲ ଆଶା କର୍ମୀଙ୍କୁ ଏନମ ଦିଦିଙ୍କୁ କହି ମେଡିକାଲ ଯିବାପାଇଁ କହି ରକ୍ତ ନମୁନା ଯାଞ୍ଚ କରିବାକୁ କହିଥିଲେ ଓ ଘରୁ ବାହାରକୁ ଗଲେ ମାସ୍କ ପିନ୍ଧିବାକୁ ବାର୍ତ୍ତା ଦେଇ ପ୍ରଚାର କରିଥିଲେ l

Advertisement