ଲୋଇସିଂହା ଡାକ୍ତରଖାନାରେ ଏମ୍ବୁଲେନସ ଅଚଳ

641
ADVERTISEMENT


ବଲାଙ୍ଗୀର, ୭/୭ ( ସୁନୀଲ ତ୍ରିପାଠୀ): ଲୋଇସିଂହା ଡାକ୍ତରଖାନା ରେ ବିଗତ ଦୁଇ ବର୍ଷ ହେବ ଗୋଟିଏ ଏମ୍ବୁଲେନସ ଅଚଳ ଅବସ୍ଥା ରେ ପଡିଛି, ଯାହା ଫଳରେ ଗୋଟିଏ ରୋଗି ମାନଙ୍କୁ ଲୋଇସିଂହା ରୁ ବଲାଙ୍ଗିର ଡାକ୍ତରଖାନା କୁ ଠିକ୍ ସମୟରେ ନେଇପାରୁ ନାହାନ୍ତି, ବେଳେ ବେଳେ ବହୁତ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି। ସେଥିପାଇଁ ଆଜି ଲୋଇସିଂହା ମାହେଶ୍ୱରି ସଂଗଠନ ତରଫରୁ ସିଡ଼ିଏମଓ ଙ୍କୁ ଲୋଇସିଂହା ଡାକ୍ତରଖାନା ରେ ଖୁବ୍ ଶୀଘ୍ର ଗୋଟିଏ ଏମ୍ବୁଲେନସ ଦେବା ପାଇଁ ଗୋଟିଏ ଦାବି ପତ୍ର ଦିଆଯାଇଛି।

Advertisement