ଆତ୍ମହତ୍ୟା ଉଦ୍ୟମ ବେଳେ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର

270
ADVERTISEMENT

କନ୍ଧମାଳ,୦୬.୦୭(ସୁରେଶ ପଣ୍ଡା ) : କନ୍ଧମାଳ ଫୁଲବାଣୀ ସଦର ମହକୁମା ଠାରେ ଏକ ଟେଲିଫୋନ ଟାୱାର ଉପରେ ଚଢି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲି ଏକ ପାଗିଳି ମହିଳା ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଦେଖିବାପରେ ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗ, ଓ ପୋଲିସଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଉଦ୍ଧାର କାର୍ଯ୍ୟ କରାଯାଇଥିଲା ଏହି ମହିଳାଙ୍କ ଘର ଭୁବନେଶ୍ୱରରୁ ଫୁଲବାଣୀ ଆସି ୨ ରୁ ୩ ଦିନ ହେଲା ବୁଲୁ ଥିଲେ ଟାୱାର ପ୍ରାୟ ୨00 ଫୁଟରୁ ଅଧିକ ଉପରକୁ ଚଢ଼ିଥିଲେ ମହିଳା ଜଣକ ପାଗିଳି ଥିବାରୁ ଏଭଳି କରିପାରିଥାନ୍ତି ବୋଲି ସୂଚନା ମିଳିଛି ।

Advertisement