କନ୍ଧମାଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ : ଚାରି କ୍ୟାଡର ମାଓବାଦୀ ମୃତ

281
ADVERTISEMENT

କନ୍ଧମାଳ,୫/୭( ସୁରେଶ କୁମାର ପଣ୍ଡା) : ଏସ ଓ ଜି ଏବଂ କନ୍ଧମାଳ ଜିଲା ପୋଲିସର ଡିଷ୍ଟ୍ରିକ୍ଟ ଭଲ୍ଯୁଣ୍ଟାରୀ ଫୋର୍ସର ଯବାନ କୈାଣସି ସୂତ୍ରରୁ ଖବର ପାଇ କରିଥିଲେ ଚଢ଼ାଉ । ଓଡିଶା ପୋଲିସ ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେସନ ହୋଇଥିବା ଅନୁମାନ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସୂଚନା ମିଳିଛି । ଆଜି ସକାଳ ପ୍ରାୟ ସାତଟାରେ ମାଓବାଦୀ ମାନେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ଗାଁ ନିକଟରେ ମାଓବାଦୀଙ୍କ ଉପରେ ସୁରକ୍ଷା କର୍ମୀଙ୍କ ଆକ୍ରମଣ ସୂଚନା ମିଳିଛି । ମୃତ ମାଓବାଦୀ ମାନେ ବଂଶଧାରା-ଘୁମୁସର-ନାଗାବଳୀ (ବିଜିଏନ୍) ଗ୍ରୁପର ସଦସ୍ୟ ହୋଇଚି ।
ବର୍ତ୍ତମାନ ଅଧିକ୍ କୁମ୍ବିଂ ଅପରେସନ ଜାରି ରହିଛି ।

Advertisement