କନ୍ଧମାଳ ,୪/୭ (ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଗ୍ରାମରେ ବର୍ଷା ଓ ଘଡ଼ଘଡ଼ି ଲାଗିରହିଛି ପ୍ରାୟ ୩ ଘଣ୍ଟାରୁ ଉର୍ଦ୍ଧ ସମୟ ହୋଇଥିଲା ଏମିତି ବର୍ଷା ଆଗରୁ ହୋଇନଥିଲା ଚାଷୀଙ୍କୁ ଚାଷକରିବା ପାଇଁ ଏଭଳି ବର୍ଷା ଦରକାର ଥିଲା ଯାହା ଆଜି ହୋଇଥିବାରୁ ଚାଷୀଙ୍କ ମନରେ ଫୁଟାଇଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ହେବାର ଦେଖି କରୋନା ମହାମାରୀକୁ ସଚେତନ ଓ ସୁରକ୍ଷିତ ରହିବା ପାଇଁ ଗ୍ରାମାଞ୍ଚଳରେ ଅଙ୍ଗନୱାଡ଼ି ଓ ଆଶା କର୍ମୀ ଘର ଘରକୁ ବୁଲି ସଚେତନ କରୁଛନ୍ତି।