ବିନା ଭକ୍ତରେ ଘୋଷ ଯାତ୍ରା

464
ADVERTISEMENT


କୋଟଗଡ଼, ୨୩।୬( ନଳିନୀ କାନ୍ତ ମିଶ୍ର) : କୋଟଗଡ଼ ବିନା ଭକ୍ତ ରେ କୋଟଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିର ପରି ସର ରେ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ଦିର ର ପୂଜାରି ମନ୍ଦିର ଅନୁଷ୍ଠାନ ର କର୍ମକର୍ତା ମିସି ପହଣ୍ଡି ବିଜୟୀକରି ଥିଲେ ଓ ମନ୍ଦିର ର ସମସ୍ତ କାର୍ଯ୍ୟକ୍ରମ ସକାଳୁ ଠିକ ରୂପେ କାର୍ଯ୍ୟ କରାଯାଇ ଥିଲା । ସରକାର ଙ୍କ କରନା ମୁକାବିଲା ପାଁଇ ସମସ୍ତେ ସରକାର ଗାଇଡ଼ ଲାଇନ ମାନିଚଳି ଥିଲେ ।

Advertisement