ଟିକାବାଲି, ୨୩।୬(ଅନନ୍ତ କୁମାର ଦିଗାଲ) :କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗୁଟିଙ୍ଗିଆ ଗ୍ରାମପଞ୍ଚାୟତ ସ୍ଥିତ କୃଷି କାର୍ଯ୍ୟାଳୟ ଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଆକାଂକ୍ଷା ପ୍ରଧାନ ସ୍ଥାନୀୟ ଅଚଂଳ ର ଚାଷୀ ମାନଙ୍କୁ ଚଳିତ ବର୍ଷ ର ଧାନଚାଷ ପାଇଁ ବିଭିନ୍ନ କିଷମର ଧାନ ବିହନ ବଣ୍ଟନ କୁ ଆନୁଷ୍ଠାନିକ ଭାବେ ବଣ୍ଟନ କରିଥିବା ବେଳେ ବ୍ଲକ କୃଷି ଅଧିକାରୀ ସୁଦୀପ୍ତା ପ୍ରଧାନ ଙ୍କ ସହ ଅନେକ ମହିଳା ଏବଂ ପୁରୁଷ ଚାଷୀ ମାନେ ଧାନ ବିହନ ଗ୍ରହଣ କରିଥିଲେ।