ବିଶ୍ବବ୍ୟାପୀ କରନା ମହାମାରୀ ପୃଷ୍ଠଭୂମିରେ ନିଜର କାୟା ବିସ୍ତାର

539
ADVERTISEMENT

ବ୍ରହ୍ମପୁର,୨୧-୦୬(ଗୁରୁ ପ୍ରସାଦ ପଟନାୟକ): ବିଶ୍ବବ୍ୟାପୀ କରନା ମହାମାରୀ ପୃଷ୍ଠଭୂମିରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏଥିଯୋଗୁଁ ରାଜ୍ୟ ସରକାର ଲକ ଡାଉନ୍ ଓ ସଟଡାଉନ୍ ଭଳି ବିଭିନ୍ନ ପଦକ୍ଷେପ ମାନ ନେଉଛନ୍ତି । ସକାଳ ୭ ଘଣ୍ଟା ରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ବିଶ୍ଵ ପ୍ରସିଦ୍ଧ ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ପାଳନ ପାଇଁ ଅନୁମତି ମିଳିନାହିଁ । ସମସ୍ତ ମନ୍ଦିର,ସ୍କୁଲ, କଲେଜ ଓ ବହି ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇନାହିଁ କିନ୍ତୁ ମଦ ଦୋକାନ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି ତେବେ ପିଲାମାନଙ୍କ ଆଗାମୀ ଭବିଷ୍ୟତ ନେଇ ଅଭିଭାବକ ଓ ଜନସାଧାରଣଙ୍କ ମନରେ ଦ୍ଵନ୍ଦର ବିଷୟ ପାଲଟିଛି ।

Advertisement