ଗଜପତି ଜିଲ୍ଲାରେ ଆଉ ୭ କରୋ ନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୫୧ ରେ ପହଞ୍ଚିଛି

191
ADVERTISEMENT

ପାରଳଖେମୁଣ୍ଡି,୫/୬( ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲାରେ ଆଜି ପୁଣି ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟହେବା ପରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୫୧ ରେ ପହଞ୍ଚିଛି l ଚିହ୍ନଟ ୭ଜ ଣଙ୍କ ମଧ୍ୟରୁ ମହାରାଷ୍ଟ୍ର ୩, ତାମିଲ୍ ନାଡ୍ଡୁ ୩ ଓ ଗୁଜରାଟ ରୁ ୩ ଜଣ ଆସି ଥିଲେ l ଏହି ୭ ଜଣ ଯାକଙ୍କୁ ନକାବନ୍ଦୀରେ, ପୋଏନ୍ଟ ରୁ ଆଣି ଦୁଇଟି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇ ଥିଲା
ଏହି ୭ ଜଣଙ୍କୁ ଆଜି ଆର. ସିତାପୁର ସ୍ଥିତ କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି, ବୋଲି ଏକ ଲିଖିତ ପ୍ରେସ ବିଜ୍ଞପ୍ତି ରେ ଜିଲ୍ଲପାଳ ଅନୁପମ ଶାହା ଜଣାଇଛନ୍ତି ।

Advertisement