ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ

442
ADVERTISEMENT

କୋଟଗଡ,୩୦-୦୫(ନଳିନି କାନ୍ତ ମିଶ୍ର): ସନ୍ଧ୍ୟା ପାଞ୍ଚଟା ଅଧରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟନାୟକ ସାରା ଓଡିଶା ବାସି ଙ୍କୁ କୋରାନା ଯୁଦ୍ଧ ରେ ଲଢେଇ କରି ଥିବା ଆଗ ଧାଡି ଥିବା ପୋଲିସ ଅଫିସର ଡାକ୍ତର ଅଙ୍ଗନ ବାଡ଼ି ଦିଦି ଆଶାଦିଦି ଓ ବହୁତ ସ୍ୱେଚ୍ଛାସେବୀ ଅନୁଷ୍ଠାନ କୋରନା ଯୁଦ୍ଧ ରେ ସାମିଲ ହୋଇ ରାତି ଦିନ ଏକ କରି କୋରନା କୁ ହରାଇବା ପାଁଇ ଆପ୍ରାଣ ଚେଷ୍ଟା କରି ଥିଲେ ସେମାନଙ୍କୁ ସଂମ୍ମାନ ଜଣାଇବା ପାଁଇ ଶ୍ରୀ ଯୁକ୍ତ ନବୀନ ପଟନାୟକ ଦେସ ବାସି ଙ୍କୁ ବନ୍ଦେଉତ୍କଳ ଜନନୀ ଗୀତ ଗାଈ କୋରନା ଯୁଦ୍ଧ ସାମିଲ ହୋଇ ଥିବା ଯୋଦ୍ଧା ଙ୍କୁ କୋଟଗଡ ବ୍ଲକ ଓ ପୋଲିସ ଷ୍ଟେସନ, ପଞ୍ଚାୟତ ଅଫିସ, ତହସିଲ ଅଫିସ ବନ୍ଦେ ଉତ୍କଳ ଜନନୀ ଗୀତ ଗାଈ ସନମାନ ଜଣାଇବା ଥିଲେ |

Advertisement