ଆଉ ଏକ ଅଭୁତ ଧରଣର ନବଜାତ ଶିଶୁ ଜନ୍ମ ଦେଇଛନ୍ତି ମହିଳା

845
ADVERTISEMENT

କନ୍ଧମାଳ,୧୪-୦୫(ସୁରେଶ କୁମାର ପଣ୍ଡା): ବାଲିଗୁଡ଼ା ବ୍ଲକ ପରମପଙ୍ଗା ପଞ୍ଚାୟତ ଅନ୍ତର୍ଗତ ବାଲିମାହା ଗ୍ରାମର ମଜନ୍ତି ମଳିକ ସ୍ୱାମୀ ବ୍ରହ୍ମ ମଳିକ ପ୍ରସବ ପାଇଁ ବାଟାଗୁଡ଼ା ପ୍ରସୂତି ଗୃହରେ ଜଣକ ଏକ ଶିଶୁ ପ୍ରସବ କରିଛନ୍ତି I ଯାହାର କି ହାତ ନଥିବାର ଦେଖିବାକୁ ମିଳିଥିଲା ଏହା ଏକ ଆଲୋଚନାର ବିଷୟ ବସ୍ତୁ ପାଲଟିଛି ଗତକାଲି ବାରଖମା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଗୋଡ଼ ନଥାଇ ଶିଶୁ ଜନ୍ମ ହୋଇଥିବା ବେଳେ ପୁଣି ହାତ ନଥାଇ ଶିଶୁ ଜନ୍ମ ହୋଇଥିବାର ଜଣା ପଡ଼ିଛି ଶିଶୁ ଓ ମା ସୁସ୍ଥ ଥିବା ଜଣାପଡ଼ିଛି I

Advertisement