ବନବାସୀ ସେବା ସମିତି ପକ୍ଷରୁ ମାସ୍କ ଓ ସାନିଟାଇଜର କୀଟ ବଣ୍ଟନ

235
ADVERTISEMENT

କନ୍ଧମାଳ, ୧୦/୦୫ (ସୁରେଶ କୁମାର ପଣ୍ଡା): କନ୍ଧମାଳ ଜ଼ିଲ୍ଲା ବାଲିଗୁଡ଼ା ବ୍ଲକର ଶିଶୁ ଓ ମହିଳା ବିକାଶ ସମନ୍ୱିତ ଅଫିସର ଅଙ୍ଗନୱାଡ଼ି କର୍ମୀଙ୍କୁ କରୋନା ଭୁତାଣୁର ମହାମୁକାବିଲା ପାଇଁ ସଚେତନ କରିବା ସହ ମାସ୍କ ବଣ୍ଟନ କରାଯିବା ସହ ସାନିଟାଇଜର, ସାବୁନ ଗ୍ଲୋବସ ଦିଆଯିବ ସହ ଜନସାଧାରଣଙ୍କୁ ସାମାଜିକ ଦୂରତା ସବୁବେଳେ ବଜାୟ ରଖିବା ସହ ନିଜକୁ ରକ୍ଷା କରିବା ସହିତ ଅନ୍ୟ କୁ ମଧ୍ୟ ରକ୍ଷା କରିବା ଘରେ ଘରେ ପହଞ୍ଚି ଲୋକଙ୍କୁ ବୁଝେଇବା ସହ ଏହି କରୋନା ମହାମାରୀ ପ୍ରତି ସାବଧାନ ରହିବା ବିଷୟରେ ବାର୍ତ୍ତା ପହଞ୍ଚାଇବାର ପ୍ରୟାସ ଜାରି ରଖିଛନ୍ତି ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା, ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ସିଡିପିଓ ଅନିତା କୁମାରୀ ପଣ୍ଡା, ସୁପ୍ରଭାଇଜର ରୁଦ୍ରାକ୍ଷୀ କହଁର, ଲୋକନାଥ ମିଶ୍ର ଉପସ୍ଥିତ ରହି ପ୍ରାୟ ୨୨0ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ଦିଆଯାଇଥିଲା

Advertisement