ଗ୍ରାମାଞ୍ଚଳ ପ୍ରତିକ୍ରିୟା, କଣ ରାସନ ସାମଗ୍ରୀ ସରିଲେ ଡାଲି ପ୍ରଧାନ କରିବ କି ପ୍ରଶାସନ

229
Representative image
ADVERTISEMENT

କୁକୁଡ଼ାଖଣ୍ଡି, ୨୯/୦୪ (ଇ.ରଞ୍ଜନ) : ସାରା ବିଶ୍ୱ କରୋନାର କବଜାରେ ରହିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଚାଉଳ,ଗହମ ସହ ଡାଲି ପରିବାର ପିଛା ୧ କିଗ୍ରା ଯୋଗାଇ ଦେବା ନିମନ୍ତେ ଘୋଷଣା କରାଯାଇଥିଲା ଏବଂ ଲକଡାଉନ ଯୋଗୁଁ ଘରକୁ ଘର ଯାଇ ସାମଗ୍ରୀ ଯୋଗାଇଦିଆଯାଇଥିଲା

ଏବଂ ୧ହଜାର ମଧ୍ୟ ପ୍ରଧାନ କରିଥିବା ବେଳେ ତାହା ପ୍ରଥମ ପର୍ଯ୍ୟାୟ ରେ ୩ ମାସର ସାମଗ୍ରୀ ଯୋଗାଇ ଦେଇଥିବା ବେଳେ ୧ହଜାର ମିଳିଥିଲା କିନ୍ତୁ ହିତାଧିକାରୀ ଡାଲି ମିଳିନଥିବା ବେଳେ କେବେ ମିଳିବ ବୋଲି ପ୍ରଶ୍ନ କରିଛନ୍ତି l ସାମଗ୍ରୀ ମିଳିବାର ୧୫ ଦିନ ବିତିଯାଇଛି l ଏବଂ ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ଙ୍କ ତରଫରୁ ମାଗଣା ଚାଉଳ ଯୋଗାଇ ଦେବାର କାର୍ଯ୍ୟଆରମ୍ଭ ହୋଇଗଲାଣି କିନ୍ତୁ ଡାଲିର ଅପହଞ୍ଚ l

ଏହାକୁ ନେଇ ଲୋକେ ପ୍ରଶ୍ନ କରନ୍ତି ଚାଉଳ ସାରିଲେ ଡାଲି ଯୋଗାଇ ଦେଲେ ତାହା କେଉଁ କାର୍ଯ୍ୟରେ ନିୟଜିତ କରିବୁ ନା ଡାଲି ରନ୍ଧନ କରି ପିଇବା ପାଇଁ ପ୍ରଶାସନ ଯୋଗାଇ ଦେବ କି ଏଭଳି ଅଭିଯୋଗ କରିଛନ୍ତି କୁକୁଡ଼ାଖଣ୍ଡି ବ୍ଲକ ଗ୍ରାମାଞ୍ଚଳ ଲୋକେ ଏହା ନେଇ ଯୋଗାଣ ଅଧିକାରୀ ଙ୍କୁ ପଚାରି ବୁଝିବାରୁ ଅଧିକାରୀ ଜଣକ ଏହି ପର୍ଯ୍ୟନ୍ତ ଡାଲି ବ୍ଲକକୁ ଆସିନାହିଁ ବୋଲି କହିଛନ୍ତି l

ଏହା ସଙ୍ଗେ ସଙ୍ଗେ ଜଗଦଳପୁର ଗ୍ରାମରେ ପୂର୍ବରୁ ଚାଉଳରେ ଓଜନମାପରେ କମୁଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ରହିଥିବା ବେଳେ ବର୍ତମାନ କିରାସିନି ଆସି ଲୋକଙ୍କ ଠାରେ ପହଁଚିଲେ ସୁଦ୍ଧା ସେଥିରେ ଜଗଦଳପୁର ରଘୁନାଥ ଡିଲର ଛଡାଦରରେ ବିକ୍ରି କରୁଥିବା ରୁ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ ହୋଇଥିଲା ଅଧିକାରୀ କହିବା ଅନୁଯାୟୀ କିରାସିନି ଲିଟର ପିଛା ୨୭ଟଙ୍କା ଥିବାବେଳେ ସେମାନେ ଏହିଭଳି ବିପଦ ଓ ଲୋକଙ୍କ ଆର୍ଥିକ ଅବସ୍ଥା ଦ୍ରୁବଳ ସମୟରେ ଏମାନେ ୩୦ଟଙ୍କା ରେ କିଭଳି ବିକ୍ରି କରୁଛନ୍ତି ଏହା ଶୁଣିବା ପରେ ନିଜକୁ ଆଛମ୍ବିତ କରିବା ସହ ସେ କହିଛନ୍ତି ଆପଣ ମାନେ ଯାଇ ଡିଲରଙ୍କୁ ତାଗିଦ କରନ୍ତୁ l ଏଭଳି ପରାମର୍ଶ ଦେଇଛିନ୍ତି ଯୋଗାଣ ଅଧିକାରୀ

Advertisement