ଓଡ଼ିଶା ମହିଳା ଜୀବିକା ମଞ୍ଚ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମିଳିତ ଆନୁକୂଲ୍ୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ

801
ADVERTISEMENT

ତୁମୁଡ଼ିବନ୍ଧ, (କନ୍ଧମାଳ) ୨୩/୦୪(ପୁର୍ଣ୍ଣ ଚନ୍ଦ୍ର ପାଢ଼ୀ) : କରୋନାର ମହାମୁକାବିଲା ପାଇଁ ତୁମୁଡ଼ିବନ୍ଧ ବ୍ଲକ ର ଓଡ଼ିଶା ମହିଳା ଜୀବିକା ମଞ୍ଚ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ତୁମୁଡ଼ିବନ୍ଧ ବ୍ଲକ ମିଳିତ ଆନୁକୂଲ୍ୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୪୦୦୦୦/ଟଙ୍କା ତୁମୁଡ଼ିବନ୍ଧ ବିଡ଼ିଓ ଅଗସ୍ତି ପ୍ରଧାନଙ୍କୁ ଏକ ଚେକ ପ୍ରଦାନ କରିଛନ୍ତି I

Advertisement