ଶ୍ରୀୟା ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ବ୍ୟାଙ୍କ ଗ୍ରାହକଙ୍କୁ ମାସ୍କ ବଣ୍ଟନ

292
ADVERTISEMENT

ବାଲିଗୁଡା, ୧୮/୦୪ (ଟିକି ଦଣ୍ଡିଆ) : କନ୍ଧମାଳ କରୋନାର ମହାମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଜନଧନ ଓ ଉଜ୍ବଳା ହିତାଧିକାରୀଙ୍କୁ ୫00 ଟଙ୍କା ଓ ଗ୍ୟାସ ପାଇଁ ୭୮୬ ଟଙ୍କା ଦେଇଥିବାରୁ ବ୍ୟାଙ୍କ ଗ୍ରାହକ ଟଙ୍କା ଉଠାଇବା ପାଇଁ ଆସିଥିବା ବେଳେ ଲୋକଙ୍କ ମୁହଁରେ ମାସ୍କ ନଥିବାରୁ ଶ୍ରୀୟା ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ବେଉରା ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ବାଲିଗୁଡ଼ା ଠାରେ ବଣ୍ଟନ କରିଥିଲେ I

Advertisement