ଜିଲ୍ଲା ପରିଷଦ ସଭ୍ୟାଙ୍କ କରୋନା ପାଇଁ ସହାୟତା

681
ADVERTISEMENT

କନ୍ଧମାଳ, ୧୮।୪ (ସୁରେଶ କୁମାର ପଣ୍ଡା) : ବାଲିଗୁଡ଼ା ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ସୁଜାତା ଦିଗାଲ ଓ ତାଙ୍କ ସ୍ୱାମୀ ରାଜେନ୍ଦ୍ର ଦିଗାଲ କରୋନାର ମହା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି I

ଲକଡାଉନ ଥିବାଯୋଗୁଁ ଜିଲ୍ଲାପରିଷଦ ସଭ୍ୟା ଓ ତାଙ୍କ ସ୍ୱାମୀ ଆସିନପାରିବା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲଙ୍କୁ ୬୧୯୨0 ଟଙ୍କାର ତିନୋଟି ଚେକ ପ୍ରଦାନ କରିଛନ୍ତି ଶ୍ରୀମତୀ ଦିଗାଲ ତାଙ୍କ ୬ମାସ ଦରମା ୧୬୯୨0ଟଙ୍କା ଓ ମା ତାରିଣୀ ସିକ୍ୟୁରିଟି ସର୍ଭିସର ଏମଡ଼ି ଶ୍ରୀ ଦିଗାଲ ଏକ ମାସର ଦରମା ୪୫000/ଟଙ୍କା ପ୍ରଦାନ କରିଛନ୍ତି ଏହାକୁ କନ୍ଧମାଳ ବାସି ବହୁତ ପ୍ରଶଂସନିୟ ପଦକ୍ଷେପ ନେଇଛନ୍ତି ବୋଲି ଆଲୋଚନା ହେଉଛ I

Advertisement