
କନ୍ଧମାଳ, ୧୩/୦୪ (ପ୍ରିୟବତା ପାଣିଗ୍ରାହୀ) : ଟିକାବାଲି ବ୍ଲକ କାଟିମାହା ପଞ୍ଚାୟତ ପଧାନ ପଡ଼ା ଗ୍ରାମ ଗଣେଶ ଯୁବକ ସଙ୍ଘ ତରଫରୁ ଆଜି ଟିକାବାଲି ବ୍ଲକ ଉର୍ନୟନ ଅଧିକାରୀ ଙ୍କ ଉପସ୍ଥିତି ରେ ଜନସାଧାରଣ ଙ୍କୁ ୧୫୦୦ ଜନସାଧାରଣଙ୍କୁ ମାସ୍କ ବଣ୍ଟନ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି I

ବ୍ଲକ ଅଧିକରୀଙ୍କ ଉପସ୍ଥିତରେ ଜନସାଧାରଣଙ୍କୁ ଶପଥ ପାଠ କରଛନ୍ତି ସାରା ଦେଶରେ କାୟା ବିସ୍ତାରଥିବା ମହାମାରୀ ରେ ସମସ୍ତ ଜନ ସାଧାରଣଙ୍କୁ ଦୂରତା ବଜାୟ ରଖିବା ସହ ଅନ୍ୟତ୍ର ବାହାରେ ନ ବୁଲିବା ପାଇଁ ଶପଥ ପାଠ କରିଥିଲେ I ମହାମାରୀ ମୁକାବିଲା ପାଇଁ ସର୍ବଦା ୨୦ ଥର ହାତ ଧୋଇବା ଦୂରତା ବଜାୟ ରଖିବା ସରକାରଙ୍କ ନିୟମ କୁ ମାନି ଚଲିବାକୁ ଅବଗତ କାରିଥିଲେ I


