ଆଜି ଓଡ଼ିଆ ନବବର୍ଷ । ପବିତ୍ର ମହାବିଷୁବ ସଂକ୍ରାନ୍ତି

215
ADVERTISEMENT

 ଭୁବନେଶ୍ୱର,୧୩/୦୪(ବ୍ୟୁରୋ) : ଆଜି ଓଡ଼ିଆ ନବବର୍ଷ । ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଆଜି ରାଜ୍ୟର ଅନେକ ମନ୍ଦିରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାନ୍ତା । କିନ୍ତୁ କରୋନା ପାଇଁ ଆଜି ସବୁ ଫିକା ପଡ଼ିଛି । ଆଜି ପଣା ସଂକ୍ରାନ୍ତି ଅବସରରେ ଅନେକ ମନ୍ଦିରରେ ଯାନି ଯାତ୍ରା ହୋଇଥାନ୍ତା । ପ୍ରସିଦ୍ଧ ଝାମୁ ଯାତ୍ରା ବନ୍ଦ କରାଯାଇଛି ।

Advertisement