ଭାରତ ଆମେରିକା ସହଭାଗୀତା ପୂର୍ବାପେକ୍ଷା ଆହୁରି ସୁଦୃଢ ହୋଇଛି :ନରେନ୍ଦ୍ର ମୋଦୀ

255
ADVERTISEMENT

ନୂଆଦିଲ୍ଲୀ, ୯/୪(ପିଆଇବି) : ଭାରତ ଆମେରିକା ସହଭାଗୀତା ପୂର୍ବାପେକ୍ଷା ଆହୁରି ସୁଦୃଢ ହୋଇଛି ବୋଲି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଭାରତ ଆମେରିକାକୁ ହାଇଡ୍ରୋକ୍ସିକ୍ଳୋରୋକୁଇନ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।   ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି, “ଏହିପରି କଠିନ ସମୟ ହିଁ ବନ୍ଧୁମାନଙ୍କୁ ଆହୁରି ନିକଟତର କରିଥାଏ । ଭାରତ ଆମେରିକା ସହଭାଗୀତା ପୂର୍ବାପେକ୍ଷା ଆହୁରି ସୁଦୃଢ ହୋଇଛି । କୋଭିଡ ବିରୋଧରେ ମାନବତାର ଲଢେଇରେ ଭାରତ ସବୁକିଛି କରିବାକୁ ପ୍ରସ୍ତୁତ । ” 

Advertisement