ବ୍ରହ୍ମପୁରରେ ଲକ୍ ଡାଉନକୁ ଅବମାନନା

1110
ADVERTISEMENT

ବ୍ରହ୍ମପୁର,୦୪/୦୪ (ଗୁରୁ ପ୍ରସାଦ ପଟ୍ଟନାୟକ): କରୋନା ଭାଇରସ ଯୋଗୁଁ ସାରା ଦେଶରେ ଲକଡାଉନ ଚାଲିଛି ଏହି ସମୟରେ ଜରୁରୀକାଳୀନ ଓ ଅତ୍ୟାବଶ୍ୟକୀୟ ଜରୁରୀ ଥିବା ଦୋକାନ ଖୋଲାରଖିବା ପାଇଁ ନିର୍ଦ୍ଧେଶ ଥିବାବେଳେ ବ୍ରହ୍ମପୁରରେ କିଛି ଜନସାଧାରଣ ଏହାର ଅବମାନନା କରୁଥିବା ଦେଖିବାକୁ ମିଳୁଛି କିନ୍ତୁ ବିନା କାରଣରେ ବେଆଇନରେ ମଦ,ସିଗାରେଟ ଓ ପୁଡିଆର କଳାବଜ଼ାରି କରୁଛନ୍ତି ଏବଂ ସାମାଜିକ ଦୂରତା ରକ୍ଷା କରିବା ପାଇଁ କୁହାଯାଉଥିବା ବେଳେ ଗୋସଁଇନୂଆଗାଁସ୍ଥିତ ଆନ୍ଧ୍ରାବ୍ୟାଙ୍କରେ ଏହାର ଅବମାନନା କରୁଛନ୍ତି l

ବ୍ୟାଙ୍କର ବାହାରେ ଲୋକମାନେ ପ୍ରବଳ ଭିଡ ଜମାଉଥିବା କରୁଥିବା ଦେଖିବାକୁ ମିଳୁଛି,ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦିଅନ୍ତି ତେବେ ଜନସାଧାରଣ ଉପକୃତ ହୋଇପାରିବେ l

Advertisement