ଲୋଚାପଡ଼ା ଗ୍ରାମର ସମାଜସେବୀ ସୁଶାନ୍ତ କୁମାର ସାହୁଙ୍କ ଦ୍ୱାରା ଗରିବ ଓ ନିଃସହାୟ ପନିପରିବା ଓ ମାସ୍କ ବିତରଣ

372
ADVERTISEMENT

ବ୍ରହ୍ମପୁର, ୦୩/୦୪ (ଗୁରୁ ପ୍ରସାଦ ପଟ୍ଟନାୟକ): କରୋନା ପାଇଁ ସାରା ଭାରତରେ ଲକ ଚାଲିଛି ସେଥି ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ କିଛି ଲୋକଙ୍କୁ ଖାଇବା ପାଇଁ ମିଳୁନି l

ତେଣୁ ଲୋଚାପଡ଼ା ଗ୍ରାମର ବିଶିଷ୍ଟ ସମାଜସେବୀ ସୁଶାନ୍ତ କୁମାର ସାହୁ ଲୋଚାପଡ଼ା ଗ୍ରାମ ଓ ଏହାର ଆଖ ପାଖ ଅଞ୍ଚଳରେ ଗରିବ ଓ ନିଃସହାୟ ଲୋକମାନଙ୍କୁ ପନିପରିବା ଓ ମାସ୍କ ବିତରଣ କରିଥିଲେ l

Advertisement