ବ୍ରହ୍ମପୁର, ୨୯/୩ ( (ହିମାଂଶୁ ପାଢୀ) : ଓଡିଆ ଓ ହିନ୍ଦୀରେ କରୋନା ଗୀତ ଗାଇ ସୋସିଆଲ୍ ମିିଡିଆରେ ସଚେତନ କରୁୁଛନ୍ତି ସାମ୍ବାଦିକ ସୁଦୀପ କୁମାର ସାହୁ । ଓଡିଆ ଓ ହିନ୍ଦୀର କେତେକ ଗୀତର ମ୍ୟୁଜିକ୍ ଏବଂ ନିଜର ଲେଖା ଓ କଣ୍ଠରେ ସେ କିଛି ଗୀତ ପ୍ରସ୍ତୁତ କରିଛନ୍ତି ।
ସୋସିଆଲ୍ ମିଡିଆରେ ସୁଦୀପଙ୍କ ଗୀତକୁ ବେଶ୍ ପ୍ରଶଂସା କରିଛନ୍ତି ଶୁଭେଚ୍ଛୁ ।
କରୋନାକୁ ମୁକାବିଲା କରିବାକୁ ହେଲେ ଘରେ ରହିବା ସହ ଜନସଧାରଣ ପଦାକୁ ନଆସିବା ସହ ସରକାରଙ୍କ ସମସ୍ତ ନିର୍ଦ୍ଧେଶକୁ ମାନିବାକୁ ସେ ଗୀତରେ ଦର୍ଶାଇଛନ୍ତି । ଏଥିଯୋଗୁ ଦୁନିଆ ହାଲଚାଲ ପରିବାର ତରଫରୁ ସୁଦୀପ ସାହୁକୁଂ ଅନକେ ଶୁଭେଚ୍ଛI