୧୩୧ କେଜି ଗଞ୍ଜେଇ ଜବତ : ୪ ଗିରଫ

290
ADVERTISEMENT

କଟକ,୨୨।୨(ବ୍ୟୁରୋ): କଟକ କେନ୍ଦ୍ରଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କୁ ବଡ଼ ସଫଳତା ୧୩୧ କେଜି ଗଞ୍ଜେଇ ସହ ୪ ଗିରଫ। ବୋଲେରୋ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଫ୍ଲାଇଙ୍ଗ ସ୍କୁୱାର୍ଡ ନିର୍ଗୁଣ୍ଡି ପାଖରୁ ସେମାନଙ୍କୁ କରିଛି ଜବତ। ଦୋଷୀ କେ.ଲକ୍ଷ୍ମଣ ରାଓ ବୟସ ୪୨ ବର୍ଷ , ତ୍ରିନାଥ ହନ୍ତାଲ ବୟସ ୨୭ବର୍ଷ, ସେଖ ମୋହମ୍ମଦ ମହସିନୀ , ବୟସ ୩୨ବର୍ଷ,ଶେଖ ସାହାନୀ ବୟସ ୪୨ ବର୍ଷ ।

Advertisement