ଦୁର୍ନୀତି ବିରୁଦ୍ଧରେ ଏକ ସାଙ୍ଗଠନିକ କାର୍ଯ୍ୟକ୍ରମ

338
ADVERTISEMENT

ରାୟଗଡା,୧୨।୧(ଡି.ଏଚ/ଦୋରା କେଣ୍ଡାଗୋରୀ) : ଆଜି ରାୟଗଡ଼ା ଜିଲ୍ଲାରେ ସହିଦ୍ ଲକମନ୍ ନାୟକ ସଂଘ ତରଫରୁ ଦୁର୍ନୀତି ବିରୁଦ୍ଧରେ ଏକ ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ବ କରାହେଲା। ଏଥିରେ ୫୦ ଯୁବକ ଉପସ୍ଥିତି ଥିଲେ । ଏଥିରେ ସଭାପତି ଦୋରା କେଣ୍ଡାଗୋରୀ ଜିଲ୍ଲାର ମଙ୍ଗଳ ପାଇଁ ଆମେ କାର୍ଯ୍ୟ କରିବୁ ସଂବୋଧନରେ କହିଥିଲେ ।

Advertisement