ମଦ୍ୟପାନ କରି ଗାଡି ଚଳାଇବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ଏବଂ ମୃତ

243
ADVERTISEMENT

ପଦ୍ମପୁର,୩୦।୧୨(ଡି.ଏଚ/ରାକେଶ କୁମାର ଦାଶ) : ବରଗଡ ଜିଲ୍ଲା ପଦ୍ମପୁର ବୁଡ଼ାମଲ ଗଲା ବେଳେ ଥିବା ବ୍ରିଡ଼ଜ଼ ଉପରୁ ସାନୁ ଆମରି ଏବଂ ଚୁଡା ନେଗୀ ଉଭୟ ବାଇକରେ ନିଜ ଗ୍ରାମ ଗୁଣ୍ଠୁର୍ଲ୍ଲା ଯାଉଥିବା ବେଳେ ଅତ୍ୟଧିକ ମଦ୍ୟ ପାନ କରିଥିବା ହେତୁ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ଉଭୟ ମୃତ୍ୟୁ ବରଣ କରିଛନ୍ତି ।

Advertisement