ପଦ୍ମପୁର ଅଂଛଳରେ ବରଫାଛନ୍ନ ଦେଖିବାକୁ ମିଳିଛି

735
ADVERTISEMENT

ପାଇକମାଲ,୨୮/୧୨(ଡି.ଏଚ/ କୁଞ୍ଜ ବିହାରି ସାହୁ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଭିନ୍ନ ଗ୍ରାମ ଝାରବନ୍ଧ, ଡ଼ଭା, ହରିଡାଟାଲ, ଅନୁଗୁଳ,ସରଗୁଲ ଆଦି ଅଞ୍ଚଳରେ ଦେଖିବାକୁ ମିଳିଛି ବରଫ । ଆଜି ସକାଳେ ଲୋକ ନିଜ ନିଜ ପାଳ/ନଡ଼ା ଗଦାରେ ଏହି ବରଫ ଦେଖିବାକୁ ପାଇଥିଲେ । ଲୋକେ ଏହା ଦେଖି ଖୁସି ହୋଇଥିଲେ , କେବେ ବି ଏହି ଅଞ୍ଚଳରେ ଏପରି ହୋଇନଥିଲା । ତେଣୁ ଏହି ଦୃଶ୍ୟ କୁ ଉପଭୋଗ କରିଥିଲେ । ଏବେ ପଦ୍ମପୁର ଅଂଚଳରେ ଥଣ୍ଡାର ପ୍ରକୋପ ବଢିଛି , ତାର ପ୍ରଭାବରେ ଲୋକେ ବରଫ ଦେଖା ଦେଇଛି । ପରିବର୍ତନ ସିଲ ପକୃତି ତ ଏହିରୂପ ଦେଖି ଲୋକେ ଚକିତ ମଧ୍ୟର ହେଉଛନ୍ତି ।

Advertisement