ଘୁଚାପାଲି ଧନୁଯାତ୍ରା ପାଇଁ କଂସ ବରଣ

219
ADVERTISEMENT

ପାଇକମାଲ:୧୯/୧୨,(ଡି.ଏଚ/କୁଞ୍ଜ ବିହାରି ସାହୁ) : ଝାରବନ୍ଧ ବ୍ଲକ ଅନ୍ତର୍ଗତ ଘୁଚାପାଲି ଗ୍ରାମ ଠରେ ୩ବର୍ଷ ଧରି ଧନୁଯାତ୍ରା ପାଇଁ କଂସ ବରଣ କାର୍ଯ୍ୟକ୍ରମ ହୋଇଯାଇଛି। ପାଇକମାଳ ବ୍କକ ମାଣ୍ଡିଆଢିପା ଗ୍ରାମର ଯୁବକ କଲାକାର ଗୋପବନ୍ଧୁ ସାହୁଙ୍କୁ କଂସ ଭୂମିକାରେ ଅଭିନୟ ପାଇଁ କଂସ ମହାରାଜା ରୂପେ ବରଣ କରାଯାଇଛି ।ଘୁଚାପାଲି ମଥୁରା ନଗରୀ ଓ ବଡ ଅନକୀ ଗୋପପୁର ଭାବେ ଆସନ୍ତା ୧୯୵୧୨ ରୁ ତା ୪୵୧ ରିଖ ପର୍ଯ୍ୟନ୍ତ ଧନୁଯାତ୍ରା ଅନୁଷ୍ଠିତ ହେବ।ଧନୁଯାତ୍ରା କମିଟିର ଅରୁଣ ପ୍ରଧାନ,ସତ୍ଯମ୍ ପ୍ରଧାନ,ଅନନ୍ତ ପ୍ରଧାନ,ତପନ ପ୍ରଧାନ ପ୍ରମୁଖ କଂସ ବରଣ କରିଥିଲେ।

Advertisement