କୋଟପାଡ଼ ଥାନା ସମୁଖରେ ରାସ୍ତା ଅବରଧ

450
ADVERTISEMENT

କୋଟପାଡ଼,୧୫।୧୨(ଡି.ଏଚ/ଦୟାନିଧି ପଟନାୟକ) : ଗତକାଲି ଘୁମଣ୍ଡଲୀ ଗ୍ରାମରେ ଘଟିଥିବା ଦୁଷ୍କର୍ମ ପରେ ପୋଲିସ ଗିରଫ କରିଥିବା ବ୍ୟକ୍ତିକୁ ନିର୍ଦୋଷ ଦାବି କରି କୁହୁଡି ଗାଁ ଗ୍ରାମବାସୀ ଓ ପରିବାର ଲୋକେ କୋଟପାଡ଼ ଥାନା ସମୁଖରେ ରାସ୍ତା ଅବରଧ କରିଛନ୍ତ । ସେମାନଙ୍କ କହିବା ଅନୁସାରେ ପୋଲିସ ଯାହାକୁ ଦୋଷୀ ବୋଲି ଜେରା କରୁଛି ସେ ନିର୍ଦୋଷ ଏବଂ ପ୍ରକୃତ ଦୋଷୀ ବାହାରେ ବୁଲୁଚି. ଯଦି ନିର୍ଦୋଷକୁ ଛଡା ନଯାଏ ତେବେ ରାଜ ରାସ୍ତାରୁ ହଟିବୁ ନାହିଁ ବୋଲି ଗ୍ରାମବାସୀ ଦାବି କରୁଛନ୍ତି।

Advertisement