5 T ନାମମାତ୍ର ; ଗର୍ଭବତୀ ମହିଳାଙ୍କୁ ଦୁର୍ବ୍ୟବହାର

241
ADVERTISEMENT

ବରଗଡ ,୧୦/୧୨,(ଡି.ଏଚ/ ରାକେଶ କୁମାର ଦାଶ) :ଗୋଟିଏ ପଟେ ସରକାର 5Ts ର ବାହା ବାହା ନେଉ ଥିବା ବେଳେ ଆଉ ଗୋଟେ ପଟେ ଗର୍ଭବତୀ ମହିଳାକୁ ଡାକ୍ତର ଖାନାର ନର୍ସକ ପ୍ରସବ ସମୟରେ ଦୂବ୍ୟବହାର ବରଗଡ ଜିଲ୍ଲା ପଦ୍ମପୁର ବଡ ଡାକ୍ତରଖାନାରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି l ପଦ୍ମପୁର ନିକଟସ୍ଥ ଟେମରୀ ଗ୍ରାମ ର କିଛି ମହିଳା ଓ ଆଶା ଦିଦି ଏକ ବଡ ଅଭିଯୋଗ ଆଣିଛନ୍ତି, ଗତ ରାତିରେ ଟେମରୀ ଗ୍ରାମର କିଛି ମହିଳା ଏବଂ ଆଶା ଦିଦି ଏକ ଗର୍ଭାବତୀ ମହିଳାକୁ ପଦ୍ମପୁର ବଡ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ ଓ ପ୍ରସବ ସମୟରେ ଡିଉଟି ରେ ଥିବା ନର୍ସ ଜୟନ୍ତୀ ପଣ୍ଡା କୁ ଡାକି ଥିଲେ ହେଲେ ନର୍ସ ଜଣକ ନ ଯାଇ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ଅନେକ ଗଲି ଗୁଲଜ କରିଥିଲା ଏବଂ ପ୍ରସବ ନକରି ସୋଇ ପଡି ଥିଲେ, ଫଳରେ ଗର୍ଭାବତୀ ମହିଳାଙ୍କ ସାଙ୍ଗରେ ଆସିଥିବା ମହିଳାମାନେ ଓ ଆଶା ଦିଦି ମିଶିକି ପ୍ରସବ କରି ଥିଲେ, ଏବଂ ନର୍ସ ଜୟନ୍ତୀ ପଣ୍ଡା କ ନା ରେ ଜିଲ୍ଲାପାଲଙ୍କ ଠାରେ ଅଭିଯୋଗ କରିଥିଲେ l ଏ ନେଇ S. D. M. O Geetasindhu Pyush Mishra ଅଭିଯୋଗ କରିଥିବା ମହିଳା ମାନଙ୍କ ସପକ୍ଷରେ ଯାଇ ଦୋଷୀକୁ ଦଣ୍ଡ ମିଳିବ ବୋଲି କହିଥିଲେ l

Advertisement