ନୂଆପଡ଼ା,୬/୧୨(ଡି.ଏଚ/ମନୋଜ କୁମାର ରଣା): ଆଜି ଭାରତୀୟ ଜନତା ପାର୍ଟି ନୂଆପଡ଼ା ଜିଲ୍ଲା ତରଫରୁ ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ସ୍ଥିତ କୋମନା କଲ୍ୟାଣ ମଣ୍ଡପ ଠାରେ ସମରସତା ଦିବସ ଅବସରରେ 70 ତମ ସମ୍ବିଧାନ ଦିବସ ପାଳନ କରାଯାଇଛି ଏହି ଅବସରରେ ଭାରତୀୟ ଜନତା ପାର୍ଟି ଓଡ଼ିଶାର ବରିଷ୍ଠ ନେତା ବା ବିରୋଧୀ ଦଳର ନେତା ଶ୍ରୀମାନ ପ୍ରଦୀପ୍ତ ନାଏକ ମହୋଦୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓ ଡାକ୍ତର ବାବା ସାହେବ ଆମ୍ବେଦକର ଙ୍କ ବିଷୟରେ ବା ସମ୍ବିଧାନ ବିଷୟରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତା ଙ୍କୁ ସମ୍ବୋଧନ କରିଥିଲେ ଏଥିରେ ଗୋଲ୍ଡି ଅଗ୍ରୱାଲ ଏବଂ ପ୍ରଶ୍ନ ପାଢି ଓ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ରେ ସାଂସଦ ରୂପେ ପ୍ରତିଦ୍ବନ୍ଦିତା କରିଥିବା ହୋମସିଙ୍ଗ ମାଝି ସମେତ ମଧ୍ୟ ଉପସ୍ଥିତ ଥିଲେ ।ଏହି ଅବସରରେ ସତାଧିକ କାର୍ଯ୍ୟକର୍ତ୍ତା ବା ଜନସାଧାରଣ ମାନେ ଉପସ୍ଥିତ ଥିଲେ ।